Videos

Weather Report: କୁହୁଡିରେ ଦିଶୁନି ରାସ୍ତାଘାଟ,ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in Odisha)। ଥଣ୍ତା କମିଥିଲେ ମଧ୍ୟ ଘନ କୁହୁଡିରେ(fog) ଦିଶୁନି ରାସ୍ତାଘାଟ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡି଼ଶାର ପାଗ ମୁଖ୍ୟତ ଶୁଖିଲା ରହିବ। ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ, ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡି଼ ହେବାକୁ ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି, ଉପକୂଳ ଓଡି଼ଶା ସମେତ କଳାହାଣ୍ତି, ଝାରସୁଗୁଡା, କୋରାପୁଟ୍, ରାୟଗଡା, ଅନୁଗୋଳ, ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବ।

Video Thumbnail
Advertisement
Read More