Videos

ବାଙ୍ଗଲୋରରେ ଅଟୋରେ ବୁଲୁଛନ୍ତି କଣ୍ଠଶିଳ୍ପୀ ସ୍ୱୟମଙ୍କ ସହ ଅନ୍ତରା, ଭିଡିଓ ଭାଇରାଲ୍

Video: କଣ୍ଠଶିଳ୍ପୀ ସ୍ୱୟମ୍ ପାଢୀଙ୍କ ସହିତ ଅନ୍ତରା ଚକ୍ରବର୍ତ୍ତୀ ଏକ ଅଟୋରେ ବୁଲୁଛନ୍ତି । ବାଙ୍ଗଲୋର ସହରକୁ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ନିଜେ ସ୍ୱୟମ୍ ଏହି ଭିଡିଓ ବନାଇଥିବା ଜଣାପଡିଛି । ଅନ୍ତରା ଏବଂ ସ୍ୱୟମଙ୍କ ସହିତ ଉପସ୍ଥାପକ ଶୁଭମ ମଧ୍ୟ ଅଛନ୍ତି ।

Video Thumbnail
Advertisement
Read More