Videos

Video: ବିଲ ହିଡରେ ଏମିତି କାମ କଲେ ଯୁବକ, ଭିଡିଓ ହେଲା ଭାଇରାଲ୍

Video: ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଯୁବକଙ୍କ ନାମ ହେଉଛି ରିତେଶ । ଜଣେ ପାଇକ ପୁଅ ଭାବେ ରିତେଶଙ୍କର ବେଶ୍ ସୁନାମ ରହିଛି । କେବଳ ସେତିକି ନୁହେଁ, ଖାଣ୍ଟି ଓଡ଼ିଆ ପୁଅ ଭାବେ ରିତେଶ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ତିଆରି କରି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ରିତେଶଙ୍କ ଏହି ଭିଡିଓରେ ୧ହଜାରରୁ ଅଧିକ ସୋସିଆଲ ମିଡିଆ ୟୁଜର କମେଣ୍ଟ କରିଛନ୍ତି ।

Video Thumbnail
Advertisement
Read More