Videos

କ୍ରିକେଟର ଇରଫାନଙ୍କୁ ଡାଏଲଗ ଶିଖାଇଲେ ଓଡ଼ିଆ ହିରୋ ସବ୍ୟସାଚ୍ଚୀ

Video: ସୋସିଆଲ ମିଡିଆରେ ଓଡ଼ିଆ ସିନେମା ହିରୋ ସବ୍ୟସାଚୀ ମିଶ୍ର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କ୍ରିକେଟର ଇରଫାନଙ୍କୁ ଓଡ଼ିଆ ଡାଏଲଗ ଶିଖାଉଛନ୍ତି । ଇରଫାନ ମଧ୍ୟ ଓଡ଼ିଆ ଡାଏଲଗକୁ ଖୁବ ସ୍ପଷ୍ଟ ଭାବେ ବୁଝି ପାରୁଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More