Videos

Viral Video: ଛୋଟ କାରରେ ୨୫ ପିଲାଙ୍କୁ ବସାଇ ନେଉଥିଲେ ମହିଳା, ଟ୍ରାଫିକ୍ ପୋଲିସ୍ ଦେଖି 'ବେହୋସ'

Shocking Viral Video: ଜଣେ ମହିଳା ୨୫ ଟି ପିଲାଙ୍କୁ ଏକ ଛୋଟ କାରରେ ନେଇ ଯାଉଥିଲେ । ଟ୍ରାଫିକ ପୋଲିସ କାରକୁ ଅଟକାଇବା ପରେ ଭିତର ପଟକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଉଜବେକିସ୍ତାନରେ ଘଟିଥିବା ଏହି ଅଜବ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ-

Video Thumbnail
Advertisement
Read More