Videos

Video: ପଶୁଙ୍କର ବି ମମତା ଅଛି, ଏହି ଭିଡିଓ ଦେଲା ପ୍ରମାଣ

Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଚଟାଣରେ ଏକ ଛୋଟ ପିଲା ଶୋଇଥିବା ସମୟରେ ଏକ ବଳଦ ତା ଉପର ଦେଇ ଅତିକ୍ରମ କରୁଛି । କିନ୍ତୁ ପାଦ ପକାଇବା ସମୟରେ ବଳଦଟି ଶିଶୁକୁ କୌଣସି କ୍ଷତି ଘଟାଉନାହିଁ ବରଂ ତା ରାସ୍ତାରେ ଚାଲି ଯାଉଛି ସାବଧାନର ସହ ପାଦ ପକାଇ ।

Video Thumbnail
Advertisement
Read More