Videos

Weather Report: ଆଗାମୀ ୪ରୁ ୫ ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

ଶୀତରେ ଥରୁଛି ସାରା ଓଡି଼ଶା। ଜାନୁଆରୀରେ ଶୀତର (winter)ପ୍ରଭାବ୍ କମିପାରେ। ସ୍ବାଭାବିକ ଠାରୁ ରାତ୍ରିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ଥଣ୍ତା ମଧ୍ୟ କମିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି(Bhubaneswar Meteorological Centre)। ଆଗାମୀ ୪ରୁ ୫ ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି, ୬ ଏବଂ ୭ ତାରିଖରେ ଶୁଖିଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Video Thumbnail
Advertisement
Read More