Videos

Video: ବର୍ଷା ପ୍ରିୟଦର୍ଶିନୀ ବଡ଼ଚଣାରେ ପହଞ୍ଚିବା ପରେ ହେଲା ଏମିତି କିଛି

Video: ବଡ଼ଚଣା ଚାରି ନଙ୍ଗଳ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ ସୋସିଆଲ ମିଡିଆ ପେଜରେ ବର୍ଷା ଲେଖିଛନ୍ତି ଯେ, ବହୁସଂଖ୍ୟାରେ ଗୁରୁଜନ, ବଡ଼ ଭାଇ ଓ ଯୁବ କର୍ମୀ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଅନ୍ତରରୁ ଧନ୍ୟବାଦ୍। ଆମ ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ସାରଙ୍କ ମାର୍ଗଦର୍ଶନରେ ଦଳକୁ ଆହୁରି ମଜଭୁତ ଓ ଶକ୍ତିଶାଳୀ କରିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ। ସମୃଦ୍ଧ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ । ଜୟ ଜଗନ୍ନାଥ।

Video Thumbnail
Advertisement
Read More