Videos

Weather Report: ଓଡ଼ିଶାରେ ବଦଳିଲା ପାଣିପାଗ, ଏହି ସବୁ ଜିଲ୍ଲାକୁ ବର୍ଷା ହେବା ନେଇ ୱାର୍ଣ୍ଣି! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Odisha Weather: ଓଡ଼ିଶାରେ ବଦଳିଛି ପାଣିପାଗ। ଗତ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାଜ୍ୟବାସୀ ହାଡ଼ ଭଙ୍ଗା ଶୀତରେ ଥରହର ହେଉଥିବା ବେଳେ ଗତ କାଲିଠାରୁ ବର୍ଷା ଶୀତର ପ୍ରଭାବକୁ ଦ୍ୱିଗୁଣିତ କରିଛି। ତେବେ ଓଡ଼ିଶାରେ ବୁଧବାର ଠାରୁ ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

Video Thumbnail
Advertisement
Read More