Videos

Amazing Video: ଶାଢ଼ୀ ପିନ୍ଧି ସମୁଦ୍ରରେ କିଟବୋର୍ଡିଂ କଲେ ମହିଳା; ଭିଡିଓ ଦେଖି ଲୋକେ କହୁଛନ୍ତି - 'ନାରୀ ନୁହେଁ ସେ ନାରାୟଣୀ'

Saree-Clad Kiteboarding Video: ଯେଉଁମାନେ ଭାବନ୍ତି ଯେ ଶାଢ଼ୀରେ ମହିଳାମାନେ କ୍ରୀଡା କାର୍ଯ୍ୟକଳାପ କରିପାରିବେ ନାହିଁ, ସେମାନେ ନିଶ୍ଚିତ ଭାବରେ ଏହି ଭିଡିଓ ଦେଖିବା ଉଚିତ୍ । ଭିଡିଓରେ ଜଣେ ମହିଳା ଶାଢ଼ୀ ପିନ୍ଧି ଚମତ୍କାର କିଟବୋର୍ଡିଂ କରୁଥିବାର ଦେଖିବାକୁ ମିଳୁଛି । ସୋସିଆଲ ମିଡ଼ିଆରେ ଏହି ଭଡ଼ିଓଟି ଜୋରଦାର ଭାଇରଲ ହେଉଛି ।  

Woman Kiteboards In A Saree: Those who think that women in saree cannot perform sports activities, they must watch this video. In the video, a woman is seen showing amazing stunts in saree.

Video Thumbnail
Advertisement
Read More