Videos

Jana Gana Mana Video: ସ୍ୱାଧୀନତା ଦିବସରେ ପାକିସ୍ତାନୀମାନେ ମଧ୍ୟ ଗାଇଲେ ଜନ ଗଣ ମନ, ଭାଇରାଲ ହେଉଛି ଏହି ଭିଡିଓ

Pakistani Singing Jana Gana Mana Video: ୧୫ ଅଗଷ୍ଟରେ ଭାରତ ନିଜର ୭୮ ତମ ସ୍ୱାଧୀନତା ଦିବସ ପାଳନ କରିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୪ ଅଗଷ୍ଟରେ ପାକିସ୍ତାନ ଏହାର ସ୍ୱାଧୀନତା ପାଳନ କରିଥିଲା। ଲୋକମାନେ ସୋସିଆଲ ମିଡିଆରେ ସ୍ୱାଧୀନତା ଦିବସ ସହ ଜଡ଼ିତ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି। ଏହି ଭିଡିଓଗୁଡିକ ମଧ୍ୟରୁ ଗୋଟିଏ ଭିଡିଓରେ କିଛି ଭାରତୀୟ ଜନ ଗଣ ମନ ଜାତୀୟ ସଂଗୀତ ଗାଉଥିବାର ନଜର ଆସିଛନ୍ତି। ଏହା ସମେତ କେତେକ ପାକିସ୍ତାନୀ ମଧ୍ୟ ତାଙ୍କ ସହ ଯୋଗଦେଇଥିବା ନଜର ଆସିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଜୋରଦାର ଭାଇରାଲ ହେଉଛି। ଦେଖନ୍ତୁ ଭିଡିଓ-

 

Pakistani Singing Jana Gana Mana Video: ୧୫ ଅଗଷ୍ଟରେ ଭାରତ ନିଜର ୭୮ ତମ ସ୍ୱାଧୀନତା ଦିବସ ପାଳନ କରିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୪ ଅଗଷ୍ଟରେ ପାକିସ୍ତାନ ଏହାର ସ୍ୱାଧୀନତା ପାଳନ କରିଥିଲା। ଲୋକମାନେ ସୋସିଆଲ ମିଡିଆରେ ସ୍ୱାଧୀନତା ଦିବସ ସହ ଜଡ଼ିତ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି।

Video Thumbnail
Advertisement
Read More