Videos

Babushaan Mohanty: ଜାତୀୟ ପୁରସ୍କାର ଘୋଷଣା ପରେ ବାବୁଶାନ ସେୟାର କଲେ ଏହି ସୁନ୍ଦର ଭିଡିଓ

ଓଲିଉଡ ଅଭିନେତା ବାବୁଶାନ ଷ୍ଟାରର ଫିଲ୍ମ 'ଦମନ'(Odia Film Daman) ଶୁକ୍ରବାର ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦୁର୍ଗମ ଆଞ୍ଚଳରେ ମ୍ୟାଲେରିଆ ନିରାକରଣର ସଂକ୍ଷିପ୍ତ ନାମ ହେଉଛି ଦମନ ଚଳଚ୍ଚିତ୍ରର ନାମ । ଏହି କଥାଚିତ୍ରଟିର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ଏବଂ ପ୍ରଯୋଜନା କରିଥିଲେ ଦୀପେନ୍ଦ୍ର ସାମଲ । ତେବେ ଓଡ଼ିଆ ଚଳଚ୍ଚିତ୍ର ଦମନ ଜାତୀୟ ପୁରସ୍କାର ପ୍ରାପ୍ତ ଘୋଷଣା ପରେ ଏବେ ଓଲିଉଡ ଦୁନିଆରେ ଖୁସିର ଲହରୀ ଖେଳିଯାଇଛି।

Video Thumbnail
Advertisement
Read More