Videos

Vilian Odia Movie: ଭିଲିଆନ ରିଲିଜ ପୂର୍ବରୁ ଭାଇରାଲ ହେଲା ଅର୍ଦ୍ଧେନ୍ଦୁଙ୍କର ଏହି ଦମଦାର ଭିଡିଓ

ଆଗାମୀ ଦଶହରାରେ ବଡ଼ ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ସିନେମା ଭିଲିଆନ। ଏଥିରେ ନଜର ଆସିବେ ଅର୍ଦ୍ଧେନ୍ଦୁ ସାହୁ। ତେବେ ଏହି ସିନେମା ନିର୍ମାଣ ସମୟରେ ଅର୍ଦ୍ଧେନ୍ଦୁଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Also Read: Sukra Gochar: ତୁଳା ରାଶିକୁ ଚଳନ କରିବେ ଶୁକ୍ର, ଏହି ୩ ରାଶିଙ୍କର ହେବ ଭାଗ୍ୟ ଉଦୟ

 

Video Thumbnail
Advertisement
Read More