Videos

Dipti Rekha Padhi: ପ୍ରେମରେ ପଡି଼ଲେ କି ଦିପ୍ତୀରେଖା, କାହା ପାଇଁ ଏମିତି ଭିଡିଓ ଜାରି କଲେ ? ଦେଖନ୍ତୁ

Dipti Rekha Padhi: କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଦିପ୍ତୀରେଖା ପାଢୀ।  ଓଡି଼ଆ ସଙ୍ଗୀତ ଜଗତର ଜଣାଶୁଣା ନାଁ। ଏକାଧିକ ଆଲବମ୍ ଗୀତ ସହ ଫିଲ୍ମ ଓ ଭଜନରେ କଣ୍ଠଦାନ କରିଛନ୍ତି। ଏହି କଣ୍ଠଶିଳ୍ପୀଙ୍କ ଆଉ ଲୋକପ୍ରିୟ ଗୀତ 'କିଏ ପକେଇବ ହାର'ରେ ଠୁମକା ଲଗାଇଛନ୍ତି ଦୀପ୍ତି। ଦେଖନ୍ତୁ ଏହି ଦମଦାର୍ ଭିଡିଓ...

Video Thumbnail
Advertisement
Read More