Videos

Video: ବାଇକ ରାଇଡରଙ୍କ ଏହି ରିଲ୍ସ ହେଉଛି ଖୁବ ଭାଇରାଲ୍

Video: ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇବା ପାଇଁ ବିଭିନ୍ନ ଲୋକ ବିଭିନ୍ନ କାମ କରୁଛନ୍ତି । କିଏ ଭଲ ଗୀତ ଗାଉଛି ତ ଆଉ କିଏ ଭଲ ନୃତ୍ୟ ପରିବେଷଣ କରୁଛି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯିଏ ଷ୍ଟଣ୍ଟ ମାଧ୍ୟମରେ ଅନ୍ୟକୁ ଆଶ୍ଚର୍ଯ୍ୟ କରିବାକୁ ଭଲ ପାଆନ୍ତି । ଠିକ୍ ସେମିତି ଏହି ଯୁବକ ଜଣକ । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଚଳନ୍ତା ବାଇକରେ ଯୁବକ ନିଜେ କ୍ୟାମେରା ଧରି ରିଲ୍ସ ବନାଇଛନ୍ତି ।

Video Thumbnail
Advertisement
Read More