Videos

Video: ରାସ୍ତାରେ ନାଚି କମାଲ କଲେ ଗାଁ ସ୍କୁଲ ଝିଅ, ଦେଖନ୍ତୁ ଭିଡିଓ

Video: ସୋସିଆଲ ମିଡିଆରେ ଏହି କୁନି ଝିଅଟିର ନାଚ ଖୁବ ଭାଇରାଲ୍ ହେବାରେ ଲାଗିଛି । ଗାଁରେ ରହି ଗାଁ ସ୍କୁଲରେ ପଢି ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରୁଛି ଏହି କୁନି ଝିଅଟି । ଏହି ଭିଡିଓଟିରେ ପ୍ରଶଂସକ ବିଭିନ୍ନ କମେଣ୍ଟ ଦେଇ ଝିଅଟିକୁ ପ୍ରଶଂସା କରୁଛନ୍ତି । ଆପଣଙ୍କୁ ଏହି ଭିଡିଓଟି ନିଶ୍ଚେ ଭଲ ଲାଗିବ ।

Video Thumbnail
Advertisement
Read More