Videos

VK Pandian Viral Video: ଭି.କେ ପାଣ୍ଡିଆନଙ୍କ ପାଖରେ ଗୁହାରି କଲେ ପିଲା, 'ସାର୍ ଗୋଟେ ମାଣ୍ଡୁ ଦରକାର'

VK Pandian Viral Video: ସୋସିଆଲ ମିଡିଆରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସାଲେପୁର ଗସ୍ତର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ପିଲା ତାଙ୍କୁ 'ସାର୍ ମୋତେ ଗୋଟେ ମାଣ୍ଡୁ ଦରକାର' ବୋଲି କହୁଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ଜୋରାଦାର ଭାଇରାଲ ହେଉଛି । କହିରଖୁଛୁ ଯେ ବୁଧୁବାର ଦିନ ୫ଟି ସଚିବ ଭିକେ ପାଣ୍ଡିଆନ ସାଲେପୁର ଗସ୍ତ କରିଥିଲେ । ଆପଣ ଏଠାରେ ଦେଖନ୍ତୁ ଭିକେ ପାଣ୍ଡିଆନ ସେହି ଭାଇରାଲ ଭିଡିଓ ।

A video of 5T Secretary VK Pandian's visit to Salepur is going viral on social media. In which a Student says to him 'Sir, I want one mandu'. Whose video is now going viral. 5T Secretary VK Pandian visited Salepur on Wednesday. You can watch VK Pandian's viral video here.

Video Thumbnail
Advertisement
Read More