Hindi News >>Home >>Videos
Videos

Rashmika Mandanna:ମୃତ୍ୟୁମୁଖରୁ ବଞ୍ଚିଲେ ସାଉଥ ଅଭିନେତ୍ରୀ ରଶ୍ମିକା ଓ ଶ୍ରଦ୍ଧା, ଫଟୋ ସେୟାର କଲେ ଅଭିନେତ୍ରୀ

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରଶ୍ମିକା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ଦେଖି ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ମନ୍ଦାନା ସୁରକ୍ଷିତ ଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାନୁସାରେ ଅଭିନେତ୍ରୀ ବସି ଯାତ୍ରା କରୁଥିବା ବିମାନ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। କିନ୍ତୁ ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନକୁ ମୁମ୍ବାଇରେ ଜରୁରୀ ଅବତରଣ କରା ଯାଇଥିଲା। ସୌଭାଗ୍ୟବଶତଃ ବିମାନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କେହି ଆହତ ହୋଇନାହାଁନ୍ତି। ଏକ ଫଟୋକୁ ସେୟାର କରି ରଶ୍ମିକା ଲେଖିଛନ୍ତି, ‘କେବଳ ଏକ ସୂଚନା ଯେ ଏଭଳି ଭାବେ ଆମେ ମୃତ୍ୟୁମୁଖରୁ ରକ୍ଷା ପାଇଛୁ ..।.’ ଅଭିନେତ୍ରୀ ଶ୍ରଦ୍ଧା ମଧ୍ୟ ରଶ୍ମିକାଙ୍କ ସହ ଫଟୋରେ ନଜର ଆସିଛନ୍ତି।

|Feb 18, 2024, 07:39 PM
Video Thumbnail
Advertisement

More Videos