Hindi News >>Home >>Videos
Videos

Video: ଝିଅକୁ ନିଆରା ଅନ୍ଦାଜରେ ପାଠ ପଢାଉଛନ୍ତି ଓଲିଉଡ ଅଭିନେତ୍ରୀ ଆନିଶା

Video: କଥାରେ ଅଛି ମାଆର ସ୍ନେହ, ପ୍ରେମ ଦୁନିଆରେ ସବୁଠୁ ଶ୍ରେଷ୍ଠ । ଯେଉଁ ମାଆ ଆମକୁ ଜନ୍ମ ଦେଇ ଦୁନିଆ ଦେଖାଏ ସେହି ମାଆ ଆମକୁ ଆଗକୁ ବଢିବାକୁ ରାସ୍ତା ଦେଖାଇଥାଏ । ସେହିପରି ଇଏ ହେଉଛି ଏକ ମାଆ ଓ ଛୁଆର ସମ୍ପର୍କର ଦୃଶ୍ୟ । ଓଲିଉଡ ଅଭିନେତ୍ରୀ ଆନିଶା ନିଜ କୁନି ଝିଅକୁ ଭଲପାଇବା ଦେଇ ପାଠ ପଢାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।

Soubhagya Ranjan Mishra|Dec 22, 2023, 10:32 PM
Video Thumbnail
Advertisement

More Videos