Videos

Weather Report: କଲବଲ କରୁଛି ଥଣ୍ତା, ଘରୁ ବାହାରିବା ମୁସ୍କିଲ୍! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: କଲବଲ କରୁଛି ଥଣ୍ତା (Cold wave in odisha)। ଘରୁ ବାହାରିବା ମୁସ୍କିଲ୍ ହୋଇ ଯାଉଛି। କାହିଁକିନା ଘନ କୁହୁଡି଼ ଯୋଗୁଁ ଦେଖାଯାଉନି ରାସ୍ତା। ରାଜ୍ୟରେ ଗତ କିଛି ଦିନ ହେବ ଥଣ୍ତା କମିଥିଲେ ମଧ୍ୟ ଘନ କୁହୁଡିର ପ୍ରଭାବ ଅଧିକ ରହୁଛି। ଏତେ ମାତ୍ରାରେ କୁହୁ଼ଡି ରହୁଛି ଯେ, ରାସ୍ତାରେ ଯା ଆସ ବେଳେ ରାସ୍ତା ଦିଶୁନି ଫଳରେ ଏକାଧିକ ଦୁର୍ଘଟଣା ମଧ୍ୟ ଘଟୁଛି। ଦକ୍ଷିଣ ଓଡି଼ଶା ସମେତ ଉପକୂଳ ଜିଲ୍ଲା ଗୁଡିକରେ ବି ଶୀତର ଲହରି (winter) ଜାରି ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି (Meteorological Centre, Bhubaneswar)।

Video Thumbnail
Advertisement
Read More