Videos

Weather Report: ରାଜ୍ୟରେ ଶୀତ ଲହରୀ, ରାତି ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ ! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ରାଜ୍ୟରେ ଜାରି ରହିଛି ଶୀତ ଲହରୀ (cold wave in odisha)। ଗତକାଲି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ରାତି ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି। ଏଠାରେ ସର୍ବନିର୍ମ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ ହୋଇଥିଲା ବେଳେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି (Cold wave sweeps Odisha G Udaygiri coldest place at 6.5 degrees Celsius)। ଗତକାଲି ତୁଳନାରେ କିରେଇରେ ପାରଦ ୨ ଡିଗ୍ରୀ ଖସିଛି। ୯ ସହରର ୧୦ ଡିଗ୍ରୀ ତଳେ ରହିଛି ପାରଦ। ପୂରା ରାଜ୍ୟ ଶୀତରେ ଥରୁଛି ।

Video Thumbnail
Advertisement
Read More