Videos

Video: ବିଦେଶରୁ ଭାଇରାଲ୍ ହେଉଛି ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଭିଡିଓ

Video: ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ନିଜ କଳା ମାଧ୍ୟମରେ କେବଳ ନିଜ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ଶାଶ୍ୱତ ବିଦେଶରେ ନୃତ୍ୟ ପରିବେଷ କରିବାର ଦୃଶ୍ୟକୁ ଅନେକ ବିଦେଶୀ ନାଗରିକ ନିଜ କ୍ୟାମେରାରେ ରେକର୍ଡ କରି ଭାଇରାଲ୍ କରୁଛନ୍ତି । ଏଥିସହ ଶାଶ୍ୱତ ନିଜେ ମଧ୍ୟ ନିଜ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଏହା ବର୍ତ୍ତମାନ ଖୁବ ଭାଇରାଲ୍ ହେବାରେ ଲାଗିଛି

Video Thumbnail
Advertisement
Read More