Videos

Weather Report: ରାଜ୍ୟ କମିବ ଶୀତ, ଆଗକୁ ଆସୁଛି ଆଉ ଏକ ବର୍ଷା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (winter)। ରାତିରେ ତାପମାତ୍ରା ଦିନ ଅପେକ୍ଷା କମ୍ ରହୁଛି। ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା। ଏମିତି ପାଗ ଏବେ ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ (Meteorological Centre, Bhubaneswar) । ୨୦ ତାରିଖରୁ ଶୀତର ପ୍ରକୋପ କମିପାରେ। ଆସନ୍ତା ୨୩ ଓ ୨୪ ତାରିଖ ବେଳକୁ ଉତ୍ତର ଓ ପାଶ୍ବବର୍ତ୍ତୀ ପଶ୍ଚିମ -ଓଡି଼ଶାରେ ହାଲୁକା ବର୍ଷା ହୋଇପାରେ।

Video Thumbnail
Advertisement
Read More