Videos

Video: ରାସ୍ତା ଉପରେ ସ୍କୁଲ୍ ଛାତ୍ରୀଙ୍କ କମାଲ୍, ସୋସିଆଲ୍ ମିଡିଆରେ ଭାଇରାଲ୍

Video: ବର୍ତ୍ତମାନ ଏହି କୁନି ଝିଅଟିର ନାଚ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବର୍ତ୍ତମାନର ଟ୍ରେଣ୍ଡିଂ ଗୀତ ଗୁଡିକରେ ଖୁବ୍ ସୁନ୍ଦର ନୃତ୍ୟ ପରିବେଷଣ କରୁଛନ୍ତି ଏହି ଛାତ୍ରୀ ଜଣକ । ନୃତ୍ୟ ଦେଖିବା ପରେ ଲୋକମାନେ ପ୍ରଶଂସା ନକରି ନିଜକୁ ଅଟକାଇ ପାରୁନାହାନ୍ତି । ସୋସିଆଲ ମିଡିଆରେ ଖୁବ୍ ଅଧିକ ଫଲୋଅର ବଢିବାରେ ଲାଗିଛନ୍ତି ଛାତ୍ରୀଙ୍କର । ତେବେ ଯାହା ସୂଚନା ମିଳିଛି ଛାତ୍ରୀ ଜଣକ କେବଳ ଭଲ ନୃତ୍ୟ ପରିବେଷଣ କରନ୍ତି ତାହା ନୁହେଁ ସେ ଖୁବ୍ ଭଲ ପାଠ ମଧ୍ୟ ପଢନ୍ତି ।

Video Thumbnail
Advertisement
Read More