Videos

OldMan Dance: ଯୁବକଙ୍କଠୁ ଭଲ ନାଚୁଛନ୍ତି ଏହି ବୟସ୍କ ବ୍ୟକ୍ତି, ଥରେ ଦେଖନ୍ତୁ ଭିଡିଓ

Video: ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ରାତାରାତି ଭାଇରାଲ୍ ହେବା ପାଇଁ ବିଭିନ୍ନ ଲୋକ ନୂଆ ପ୍ରକାରର ଏକ୍ସପେରିମେଣ୍ଟ କରିବାରେ ଲାଗିଛନ୍ତି । କିଛି ଭିଡିଓ ମାତ୍ର କିଛି ସମୟ ମଧ୍ୟରେ ଦେଶ ବିଦେଶର କୋଣ ଅନୁକୋଣରେ ଭାଇରାଲ୍ ହୋଇ ପହଞ୍ଚି ଯାଉଛି । ଏହି ଭିଡିଓଟି ମଧ୍ୟ ଖୁବ ଭାଇରାଲ୍ ହେଉଛି । ଜଣେ ବୃଦ୍ଧ ବ୍ୟକ୍ତି ଓଡ଼ିଆ ଗୀତରେ ରିଲ୍ସ ତିଆରି କରି ଲୋକଙ୍କ ମନକୁ ଛୁଇଁବାରେ ସକ୍ଷମ ହୋଇପାରିଛନ୍ତି । ଦେଖନ୍ତୁ ଭିଡିଓ ।

Also Read- ଆଜି ବଜ୍ରପାତ ନେଲା ୬ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ସହ ସହାୟତା ଘୋଷଣା

Also Read- Shukra Gochar 2024: କନ୍ୟା ରାଶିରେ ଶୁକ୍ର ଚଳନ, ଜାଣନ୍ତୁ କାହାକୁ ମିଳିବ ଆର୍ଥିକ ଲାଭ

OldMan Dance: ଏହି ବ୍ୟକ୍ତିଙ୍କ ରିଲ୍ସ ସୋସିଆଲ ମିଡିଆରେ ଚହଳ ପକାଇଛି

Video Thumbnail
Advertisement
Read More