Videos

Video: ନେହା ଓ ବିଶ୍ୱରୂପାଙ୍କ ଏହି ରିଲ୍ସ ହେଉଛି ଖୁବ୍ ଭାଇରାଲ୍

Video: ବର୍ତ୍ତମାନର ଦୁଇ ଚର୍ଚ୍ଚିତ ଅଭିନେତ୍ରୀ ନେହା ନାଗେଶ୍ୱରୀ ଏବଂ ବିଶ୍ୱରୂପା ରାଉତ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି । ଓଡ଼ିଆ ସିରିଏଲରେ ସଫଳତା ପରେ ବର୍ତ୍ତମାନ ସେମାନଙ୍କ ଅଭିନିତ ମ୍ୟୁଜିକ୍ ଭିଡିଓ ମଧ୍ୟ ଖୁବ ଲୋକପ୍ରିୟତା ହାସଲ କରିଛି । ଏହି ଯୋଡି କେବଳ ଅନ ସ୍କ୍ରିନରେ ନୁହେଁ ଅଫ୍ ସ୍କ୍ରିନରେ ମଧ୍ୟ ଖୁବ ମଜାମସ୍ତି କରୁଥିବାର ଭିଡିଓ ଭାଇରାଲ୍ ହେଉଛି । ଉଭୟେ ମିଶି ଅନେକ ରିଲ୍ସ ତିଆରି କରିଛନ୍ତି ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More