Videos

Video: କଲେଜ୍ ଡ୍ରେସରେ କ'ଣ କରୁଛନ୍ତି ସୁନ୍ଦରୀ ନାୟିକା, ଭିଡିଓ ଭାଇରାଲ୍

Video: ଓଲିଉଡରେ ନିଜ ନିଜ ସ୍ଥାନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି ୩ଜଣ ନାୟିକା । ବର୍ତ୍ତମାନ ୩ ନାୟିକାଙ୍କ ସାଇକେଲ ଚଳାଇବା ସମୟର ଦୃଶ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । କୌଣସି ଏକ ନୂଆ ପ୍ରୋଜେକ୍ଟ ସୁଚିଂ ଚାଲିଛି ବୋଲି ଦର୍ଶକ ଅନୁମାନ କରିସାରିଛନ୍ତି ଦୃଶ୍ୟକୁ ଦେଖି । ସେ ଯାହା ବି ହେଉ ୩ଜଣ ନାୟିକା କଲେଜ୍ ୟୁନିଫର୍ମ ପିନ୍ଧି ସାଇକେଲ୍ ଚଳାଇ ନିଜ ଅତୀତକୁ ମନେ ପକାଉଛନ୍ତି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ୩ ଜଣ ଅଭିନେତ୍ରୀଙ୍କ ମଧ୍ୟରେ ଅଛନ୍ତି ବିଦୁସ୍ମିତା, କୁକିଜ୍ ଏବଂ ଜୟା ।

Video Thumbnail
Advertisement
Read More