Videos

Video: ଥରୁଟିଏ ଶୁଣନ୍ତୁ ଏହି ଗୀତ, ମନେ ପଡିଯିବ ପିଲାଦିନ

Video: ପିଲାଦିନର ଦୁଷ୍ଟାମୀରେ ଥାଏ ନିଆରା ମଜା । ସମସ୍ତଙ୍କ ପାଇଁ ପିଲା ଦିନ ଏକ ଅଭୁଲା ଅତୀତ । ନିରୋଳାରା ବସିଲେ କିମ୍ୱା ବର୍ତ୍ତମାନ ପିଢୀର ପିଲାଙ୍କୁ ଦେଖିଲେ ମନେପଡିଯାଏ ପିଲା ଦିନ । ଆଉ ଏହି ପିଲାଦିନକୁ ସ୍ମୁତି କରି ରଖିବା ପାଇଁ ଅନେକ ଗୀତ ମଧ୍ୟ ରହିଛି । ବର୍ତ୍ତମାନ ଏହି ଗୀତଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏକ ପୁରୁଣା ତଥା ଅଭୁଲା ଗୀତକୁ ନିଆରା ଭାବରେ ଗାଇଛନ୍ତୁ ଯୁବ କଣ୍ଠଶିଳ୍ପୀ । ଶୁଣନ୍ତୁ ଏହି ଗୀତ

Video Thumbnail
Advertisement
Read More