Videos

WhatsApp Channel: କେମିତି ଲୁଚାଇବେ ଆପଣଙ୍କ ହ୍ୱାଟସଆପ ଚ୍ୟାନେଲ୍, ଜାଣନ୍ତୁ ସହଜ ଟ୍ରିକ୍

ବ୍ୟବସାୟ ହେଉ କି ଅଫିସ କିମ୍ବା ବ୍ୟକ୍ତିଗତ ଜୀବନ,ସବୁଥି ପାଇଁ ହ୍ୱାଟସଆପ୍ ଏବେ ଜରୁରୀ ଆବଶ୍ୟକତା ପାଲଟିଯାଇଛି । ହ୍ୱାଟସଆପ୍ ଯଦି ଏକୁଟିଆ ରହିବାକୁ ଦେଉ ନାହିଁ,ଆପଣ ନିଜ ଲୋକଙ୍କ ସମ୍ପର୍କରେ ରହି ପାରୁଛନ୍ତି ତେବେ ଏହା ମଧ୍ଯ ଆପଣଙ୍କ ଜୀବନକୁ ହେକ୍ଟି କରି ଦେଇଛି । ବେଳେବେଳେ ଆପଣଙ୍କର ବି ଇଛା ହେଉଥିବ ହ୍ୱାଟସଆପରୁ ହଟିଯାଇ ଶାନ୍ତିରେ ରହିବାକୁ କିନ୍ତୁ ସତ ହେଉଛି ଆପଣ ସେମିତି କରିବା ସମ୍ପୂର୍ଣ୍ଣ ରୂପେ ସମ୍ଭବ ନୁହେଁ । କିନ୍ତୁ କିଛି ମାତ୍ରାରେ ହ୍ୱାଟସଆପକୁ ଆପଣ ନିଜ ଜୀବନରୁ ହଟାଇ ପାରିବେ । ନିଜ ପାଇଁ ଓ ନିଜ ପରିବାର ପାଇଁ ସମୟ କାଢିବାକୁ ଜାହା ଜରୁରୀ ମଧ୍ଯ । ଏବେ ହ୍ୱାଟସଆପରେ ଆଉ ଗୋଟିଏ ଫିଚର ଆସିଛି । ଚ୍ୟାନେଲ ଫିଚର । ଏହି ଫିଚରକୁ ପ୍ରାୟ ସମସ୍ତେ ବ୍ୟବହାର କରିବାକୁ ଆରମ୍ଭ କଲେଣି ।

Video Thumbnail
Advertisement
Read More