Videos

IPL 2023: ପିତା ସଚିନ୍ ତେନ୍ଦୁଲକର ପୁଅ ଅର୍ଜୁନକୁ ଦେଲେ ଏକ ବିଶେଷ ପୁରସ୍କାର; ଦେଖନ୍ତୁ ଏହି ଭିଡିଓ

Arjun Tendulkar: ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ବିପକ୍ଷର ଶେଷ ଓଭରରେ ଅର୍ଜୁନ ଭୁବନେଶ୍ୱର କୁମାରଙ୍କ (Bhubaneswar Kumar) ୱିକେଟ୍ ନେଇଥିଲେ, ଯାହା ତାଙ୍କ ଆଇପିଏଲ୍ କ୍ୟାରିୟରରେ ପ୍ରଥମ ୱିକେଟ୍ ଥିଲା । ଏହି ସଫଳତା ସଚିନ ତେନ୍ଦୁଲକର, ମୁମ୍ବାଇ ଇଣ୍ଡିଆନ୍ସ ଓ ସେମାନଙ୍କ ପ୍ରଶଂସକଙ୍କୁ ଖୁସି କରିଥିଲା ​। ମ୍ୟାଚ୍ ପରେ ସଚିନ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଥିଲେ ଓ ଡ୍ରେସିଂ ରୁମରେ ଅର୍ଜୁନଙ୍କୁ ପ୍ରଶଂସା କରିଥିଲେ । ଦେଖନ୍ତୁ ଏହି ଭଡ଼ିଓ ।

IPL 2023: Arjun Tendulkar, the son of great batsman Sachin Tendulkar and playing only his second match in the IPL, made his first victim in this match. His performance in this match is being highly praised, and in the end, he got the most special reward from his father.

Video Thumbnail
Advertisement
Read More