Videos

Animal Viral Video: ଗଛକୁ ଗଛ ଡେଇଁ ଶିକାର କରୁଛି ବାଘ, ଦେଖନ୍ତୁ ଭାଇରାଲ ଭିଡିଓ

ଭାଇରାଲ ହେଉଛି ୱାଇଲ୍ଡ ଆନିମଲ ଭାଇରାଲ ଭିଡିଓ । ଫେସବୁକ ଏପିଜେ ରେପ୍ଟାଇଲସ୍ ଏହି ଭିଡିଓକୁ ସେୟାର କରିଛି । ଜଙ୍ଗଲରେ ବାଘ ଓ ମାଙ୍କଡର ଘମାସାନ ଲଢେଇ ଦେଖିବାକୁ ମିଳିଛି। ଗଛକୁ ଗଛ ଡେଇଁ ଶିକାର କରୁଛି ବାଘ ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଆପଣ ବି ଥରେ ଏହି ଭିଡିଓ ଦେଖନ୍ତୁ...

Video Thumbnail
Advertisement
Read More