Videos

Indian Railway: ପଛେ ପଛେ ଆଣ; ଟ୍ରେନକୁ ଏପରି ଦେଖାଇବାକୁ ପଡିଲା ରାସ୍ତା, ଭିଡିଓ ଭାଇରାଲ

MP Viral train video: ମଧ୍ୟପ୍ରଦେଶରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ପ୍ରବଳ ବର୍ଷା ଯୋଗୁଁ ଏଠାରେ ଅନେକ ରେଳ ଟ୍ରାକ୍ ମଧ୍ୟ ପାଣିରେ ବୁଡ଼ି ଯାଇଛି। ଟ୍ରାକଗୁଡିକ ଦେଖାଯାଉ ନ ଥିବାରୁ ଜଣେ ଡ୍ରାଇଭର ଟ୍ରେନ୍ ଚଲାଇବାରେ ଅସୁବିଧା ଭୋଗୁଥିଲେ। ଏଭଳି ପରିସ୍ଥିତିରେ ରେଳ କର୍ମଚାରୀମାନେ ଏକ ନିଆରା ଢଙ୍ଗରେ ରାସ୍ତା ଦେଖାଇଥିଲେ। ଦେଖନ୍ତୁ ଏହି ଭିଡିଓ-

Video Thumbnail
Advertisement
Read More