Videos

Animal Fight Video: ସାପ ଓ ନେଉଳ ମଧ୍ୟରେ 'ମହାସଂଗ୍ରାମ', ଆପଣଙ୍କ ହୋସ ଉଡାଇଦେବ ଏହି ଭିଡିଓ

Snake Mongoose Fight Video: ସାପ ଓ ନେଉଳ ପରସ୍ପର ପାଇଁ କେତେ ବଡ଼ ଶତ୍ରୁ ତାହା ଆପଣ ନିଶ୍ଚୟ ଜାଣିଥିବେ । ଯେଉଁଠାରେ ଏହି ଦୁଇଜଣ ଏକାଠି ନଜର ଆସନ୍ତି, ସେତେବେଳଏ ସର୍ବଦା ଲଢ଼େଇ କରନ୍ତି ଓ ପରସ୍ପରକୁ ମାରିବାକୁ ଚେଷ୍ଟା କରନ୍ତି । ବର୍ତ୍ତମାନ ସେମାନଙ୍କ ଏକ 'ମହାସଂଗ୍ରାମ'ର ଏକ ଚମତ୍କାର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି ।

Snake Mongoose Fight: You must know how big enemies snakes and mongoose are to each other. Wherever these two are together, they always fight and keep trying to kill each other. A startling video of their fight is becoming very viral.

Video Thumbnail
Advertisement
Read More