Videos

Vastu: ଘରର ଏହି କୋଣରେ ଲଗାନ୍ତୁ ଆଲୋବେରା ଗଛ, ପକେଟରୁ ଶେଷ ହେବନି ଟଙ୍କା...

Vastu: ବାସ୍ତୁଶାସ୍ତ୍ର ଲୋକଙ୍କ ଜୀବନ ଉପରେ ଉଭୟ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ । ଘର ତିଆରି କରିବା ସମୟରେ ଘରର ବାସ୍ତୁ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡିଥାଏ। କୁହାଯାଏ, ଖରାପ ବାସ୍ତୁ ନକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। ସେହିପରି ବାସ୍ତୁଶାସ୍ତ୍ରର ପ୍ରଭାବ ଘର ବ୍ୟତୀତ ଗଛ ଲତାରେ ମଧ୍ୟରେ ରହିଥାଏ। କୁହାଯାଏ, କିଛି ଗଛ ସକାରାତ୍ମକ ଶକ୍ତି ଦେଇଥାଆନ୍ତି । କିନ୍ତୁ ସେହି ଗଛକୁ ସଠିକ୍ ଦିଗରେ ଲଗାଇବା ଜରୁରୀ। ବାସ୍ତୁ ଶାସ୍ତ୍ରରେ, ଏମିତି କିଛି ଗଛମାନଙ୍କ ବିଷୟରେ କୁହାଯାଇଛି, ଯେଉଁ ଗଛ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବା ସହ ଧନ ଲାଭ ହୋଇଥାଏ ।

Video Thumbnail
Advertisement
Read More