Videos

Video: ଓଡ଼ିଆ ଅଭିନେତାଙ୍କ ଏହି ଭିଡିଓ ହେଉଛି ଭାଇରାଲ୍

Video: ଅଭିନେତା ମନ୍ମୟ ଦେ ବର୍ତ୍ତମାନ ଦର୍ଶକଙ୍କ ଚର୍ଚ୍ଚାର ପାତ୍ର ପାଲଟିଛନ୍ତି । ମନ୍ମୟଙ୍କ ଅଭିନିତ ଅନେକ ମ୍ୟୁଜିକ ଭିଡିଓ ସୁପରହିଟ୍ ହୋଇଛି । ଏହି କ୍ରମରେ ଗୋଟିଏ ପରେ ଗୋଟେ ନୂଆ ମ୍ୟୁଜିକ ଭିଡିଓ ଦର୍ଶକଙ୍କୁ ଭେଟି ଦେଇ ଚାଲିଛନ୍ତି ମନ୍ମୟ । ତେବେ କେବଳ ମ୍ୟୁଜିକ ଭିଡିଓରେ ସୀମିତ ନାହାନ୍ତି ମନ୍ମୟ । ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଦର୍ଶକଙ୍କୁ ଖୁବ ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି । ଏହି ରିଲ୍ସଟି ମନ୍ମୟଙ୍କର ଖୁବ୍ ଭାଇରାଲ୍ ହେଉଛି ।

Video Thumbnail
Advertisement
Read More