Videos

Riya Dey: ଏପଟେ ଥାନାରେ ନିର୍ଯାତନା ଏତଲା, ସେପଟେ ରିଲ୍ସ ଛାଡ଼ିଲେ ଅଭିନେତ୍ରୀ ରିୟା

ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ରିୟା ଦେ’ଙ୍କ ପାଇଁ ଅଡୁଆ ବଢ଼ିଲା। ତାଙ୍କ ନାଁରେ ରୁଜୁ ହେଲା ମାମଲା। ଏପରିକି ତାଙ୍କ ସ୍ୱାମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। କଟକ ବିଡ଼ାନାସୀ ଥାନା ପୁଲିସ୍‌ ମାମଲା କରିଛି। ରିୟା ଓ ତାଙ୍କ ସ୍ୱାମୀ ନିଜ ଘରେ ରଖିଥିବା ସହାୟିକାଙ୍କୁ ନିର୍ଯାତନା ଦେଉଥିଲେ। ଘରେ ତାଲା ପକାଇ ରଖୁଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ। ହେଲେ ଏହାରି ମଧ୍ୟରେ ରିଲ୍ସ ସେୟାର କରିଛନ୍ତି ଅଭିନେତ୍ରୀ ରିୟା। କେବଳ ରିଲ୍ସ ନୁହେଁ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

Video Thumbnail
Advertisement
Read More