Videos

Kidney Day: ଆଜି ବିଶ୍ୱ କିଡ଼ନୀ ଦିବସ, ସମ୍ବଲପୁରରେ ଏକ ୱାକାଥନର ଆୟୋଜନ

ଆଜି ବିଶ୍ୱ କିଡ଼ନୀ ଦିବସ | ଏହି ଅବସରରେ ଆଜି ସମ୍ବଲପୁର ରେ ଏକ ୱାକାଥନ ର ଆୟୋଜନ କରାଯାଇଥିଲା | ଏକ ଘରୋଇ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି ୱାକାଥନ ଟି ଅଇଁଠା ପାଲି ରୁ ଓଭର ବ୍ରିଜ ପର୍ଯ୍ୟନ୍ତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ଭୀମସାର ନେଫାରୋଲୋଜି ବିଭାଗ ର ଡାକ୍ତର ମୁକେଶ କର ଓ ସମ୍ବଲପୁର ସଦର ହସ୍ପିଟାଲ ର admo ପ୍ରମୋଦ ଚନ୍ଦ୍ର ବିଶ୍ୱାଳ | ବହୁ ସଂଖ୍ୟା ରେ ଛାତ୍ରଛାତ୍ରୀ ମାନେ ସଚେତନତା ମୂଳକ ପ୍ଲା କାର୍ଡ ମାନ ଧରି ଭାଗ ନେଇଥିଲେ |

Video Thumbnail
Advertisement
Read More