Videos

Video: ବିଷଧର ସାପ ସହ ଏପରି କଲେ ଯୁବକ, ଭିଡିଓ ଭାଇରାଲ୍

Video: ଗୋଟିଏ ହାତରେ ସିଗାରେଟ୍ ଆଉ ଗୋଟେ ହାତରେ ବିଷଧର ସାପକୁ ଧରି ଫିଙ୍ଗିଦେଲେ ଯୁବକ । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଯୁବକଙ୍କ ଏହି କାରନାମାକୁ ଜଣେ ସ୍ଥାନୀୟ ବ୍ୟକ୍ତି ମୋବାଇଲ୍ ମାଧ୍ୟମରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭିଡିଓର କମେଣ୍ଟ ସେକ୍ସନରେ ଅନେକ ବ୍ୟକ୍ତି ଯୁବକଙ୍କ ଏପରି କାମକୁ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି ।

Video Thumbnail
Advertisement
Read More