Videos

Video: ମିଛ ଅସରପା ସତ ଭୟ, ଭିଡିଓ ଦେଖିଲେ ହସିବେ ନିଶ୍ଚୟ

Video: ବର୍ତ୍ତମାନ ଅଧିକାଂଶ ଲୋକଙ୍କ ହାତରେ ସ୍ମାର୍ଟଫୋନ । ବିଭିନ୍ନ ଆପ ମାଧ୍ୟମରେ ମୋବାଇଲ ସାହାଯ୍ୟରେ ଅନେକ କିଛି ସହଜରେ କରିହେଉଛି । ବର୍ତ୍ତମାନ ଆପଣ ଯେଉଁ ଭିଡିଓ ଦେଖୁଛନ୍ତି ସେଥିରେ ଜଣେ ଯୁବକ ଫେସ୍ ଚେଞ୍ଜର ଆପ୍ ମାଧ୍ୟମରେ ଏକ ଅସରପାକୁ ଜଣେ ବ୍ୟକ୍ତିଙ୍କ ମୁହଁରେ ବୁଲାଉଛନ୍ତି । କିନ୍ତୁ ବ୍ୟକ୍ତି ଜଣକ ମିଛ ଭିଡିଓକୁ ସତ ଭାବି ଭୟ କରୁଛନ୍ତି ।

Video Thumbnail
Advertisement
Read More