Hindi News >>Home >>Videos
Videos

Delhi Metro Video: ମହିଳା କୋଚ୍ ରେ ପଶିବାରୁ ଯୁବକ ଯୁବତୀଙ୍କ ଭୟଙ୍କର ଲଢେଇ, ଦେଖନ୍ତୁ ଭିଡିଓ

ପୁଣି ଭାଇରାଲ ହେଲା ଦିଲ୍ଲୀ ମେଟ୍ରୋ ଭିଡିଓ। ଏଥର ଡ୍ୟାନ୍ସ କି ରିଲ୍ସ ନୁହେଁ ବରଂ ଝଗଡା ହେଉଥିବାର ଏକ ଧୂଆଁଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଦେଉଥିବା ଯୁବକ ଜଣଙ୍କ ମହିଳା କୋଚରେ ପଶିଯାଇଥିଲେ ଯାହାକୁ ନେଇ ଜଣେ ଯୁବତୀ ତାଙ୍କୁ ବାରଣ କରିଥିଲେ। ହେଲେ ଏହା ପରେ ଆରମ୍ଭ ହୋଇଥିଲା ଅସଲ ଡ୍ରାମା। ଉଭୟେଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଜଣେ ଯୁବତୀ ତାଙ୍କୁ ବୁଝାଇବାକୁ ଆସିଥିଲେ ମଧ୍ୟ ସେଥିରେ ସେ ବିଫଳ ହୋଇଥିଲେ। ଏହି ଭିଡିଓଟି ଦିଲ୍ଲୀ ମେଟ୍ରୋରୁ ଭାଇରାଲ ହେବାରେ ଲାଗିଛି।

Rasmita Sahoo|Aug 26, 2023, 05:11 PM
Video Thumbnail
Advertisement

More Videos