Videos

Shocking video: ଗଛ ଉପରକୁ ଚଢି଼ ମୟୂର ଅଣ୍ଡା ଚୋରି କରୁଥିଲେ ମହିଳା; ପକ୍ଷୀ ଦେଲା ଏପରି ଏକ ଶିକ୍ଷା, ଭାଇରଲ ହେଉଛି ଭିଡିଓ

Shocking Video: ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଦୁଇଜଣ ମହିଳା ମୟୂର ଅଣ୍ଡା ଚୋରି କରୁଛନ୍ତି । ଜଣେ ମହିଳା ଗଛ ଉପରକୁ ଚଢ଼ି ମୟୂର ଅଣ୍ଡାକୁ ତଳେ ଠିଆ ହୋଇଥିବା ଅନ୍ୟ ଜଣେ ମହିଳାଙ୍କୁ ଦେଉଥିବାର ନଜର ଆସୁଛନ୍ତି । ଠିକ୍ ଏତିକିବେଳେ ମୟୁର ଆସିଯାଏ..ତାପରେ ଯାହା ହେଲା ଆପଣ ଏହି ଭିଡିଓରେ ଦେଖନ୍ତୁ। 

Animal Video: It can be seen in the video that the woman climbing the tree is taking out eggs one after the other from the peahen's nest and giving them down. At the same time, the peahen comes and first scratches the woman on the tree and then slaps the woman standing below. The video of Mother Peacock's attack on an egg thief is becoming very viral on social media.

Video Thumbnail
Advertisement
Read More