Videos

Prasanna Acharya: ପ୍ରସନ୍ନ ଆଚାର୍ଯ୍ୟଙ୍କ ଶୀଘ୍ର ସୁସ୍ଥତା କାମନା କରି ମା ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ବଳନ

ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଶୀଘ୍ର ସୁସ୍ଥତା କାମନା କରି ମା ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ବଳନ I ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଶୀଘ୍ର ସୁସ୍ଥତା କାମନା କରି ଶନିବାର ସନ୍ଧ୍ୟା ଘ.୫.୩୦ମି. ସମୟରେ ମା'' ସଲେଶ୍ଵରୀଙ୍କ ମନ୍ଦିର ଠାରେ ଦୀପ ପ୍ରଜ୍ବଳନ କରାଯାଇଥିଲା I ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଶୁଭେଛୁ ତଥା ବିଜେଡି ର ବରିଷ୍ଠ ନେତା ତଥା କର୍ମୀ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତି ରହି ପ୍ରସନ୍ନ ଆଚାର୍ଯ୍ୟ ଙ୍କ ସୁସ୍ଥତା କାମନା କରି ମା ସମଲେଶ୍ୱରୀ ଙ୍କୁ ପ୍ରାର୍ଥନା କରି ଦୀପ ପ୍ରଜ୍ଜୁଳନ କରି ଥିଲେ I

Video Thumbnail
Advertisement
Read More