Videos

Viral Video: ରାଗି ସ୍ୱାମୀଙ୍କ ବିରୋଧରେ କେସ କରିବାକୁ ପୋଲିସ ଷ୍ଟେସନ ପହଞ୍ଚିଥିଲେ ପତ୍ନୀ, ରୋମାଣ୍ଟିକ୍ ଗୀତ ଗାଇ ଶାନ୍ତ କଲେ ସ୍ୱାମୀ

Viral Video: ଉତ୍ତରପ୍ରଦେଶର ଝାନ୍ସୀ ସହରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଛି ଓ ଉଭୟ ପୋଲିସ ଷ୍ଟେସନରେ ଛିଡା ହୋଇଛନ୍ତି । କିନ୍ତୁ ସ୍ୱାମୀ ନିଜ ପତ୍ନୀଙ୍କୁ ଏକ ନିଆରା ଢ଼ଙ୍ଗରେ ନିଜ ପତ୍ନୀକୁ ମନାଇଥିଲେ । ଦେଖନ୍ତୁ ଭିଡିଓ-

Video Thumbnail
Advertisement
Read More