Videos

Scientist About God: ଇଶ୍ୱରଙ୍କୁ ନେଇ କ’ଣ ଭାବୁଥିଲେ ୯ ପ୍ରଖ୍ୟାତ ବୈଜ୍ଞାନିକ ?

ଇଶ୍ୱର ଅଛନ୍ତି କି ? ଇଶ୍ୱରଙ୍କୁ କିଏ ସୃଷ୍ଟି କଲା ? ଇଶ୍ୱର କେବଳ ମାତ୍ର କଳ୍ପନା ନା ବାସ୍ତବରେ ସିଏ ଏହି ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରନ୍ତି ? ଏମିତି ଅନେକ ପ୍ରଶ୍ନ ସଭ୍ୟତା ଆରମ୍ଭରୁ ମାନବ ମନକୁ ଆଛନ୍ନ କରିଛି । ଇଏ ସେହି ପ୍ରଶ୍ନ ଯେଉଁଥିରୁ ଜନ୍ମ ନେଇଛି ଧର୍ମ । ଧର୍ମ ହିସାବର ଅବଶ୍ୟ ଇଶ୍ୱରଙ୍କୁ ମାନବ ଭାଗଭାଗ କରିଦେଇଛି । ଇଶ୍ୱରଙ୍କୁ ଅସ୍ଥିତ୍ୱକୁ ନେଇ ଆପଣଙ୍କ ମନରେ ମଧ୍ଯ ଏମିତି ପ୍ରଶ୍ନ କେବେ ନା କେବେ ଆସିଥିବ । ଇଶ୍ୱରଙ୍କ ଅସ୍ଥିତ୍ୱକୁ ସନ୍ଦେହ କରିଥିବାରୁ ହୁଏତ ନିଜ ଭିତରେ ଅବସାଦ ମଧ୍ଯ ଆସିଥିବ । ଇଏତ ଗଲା ସାଧାରଣ ଲୋକଙ୍କ ମନର କଥା । ତେବେ ଇଶ୍ୱରଙ୍କୁ ନେଇ ବିଶ୍ୱର ବୈଜ୍ଞାନିକଙ୍କ ଧାରଣା କ’ଣ ? ସେମାନେ କ’ଣ ଇଶ୍ୱରଙ୍କ ଅସ୍ଥିତ୍ୱ ଉପରେ ବିଶ୍ୱାସ କରନ୍ତି ? ଆସନ୍ତୁ ଆଜି ଜାଣିବା ବିଶ୍ୱର ୯ ଜଣ ପ୍ରଖ୍ୟାତ ବୈଜ୍ଞାନିକ ଇଶ୍ୱରଙ୍କୁ ନେଇ କ’ଣ ଭାବୁଥିଲେ ।

Video Thumbnail
Advertisement
Read More