Videos

Cyclone michaung Update: ବିନାଶ ମୁଖା ବାତ୍ୟା ‘ମିଗଜୋମ’, ଜାଣନ୍ତୁ ରାଜ୍ୟରେ ଏହାର ପ୍ରଭାବ..

Weather Report: ଆନ୍ଧ୍ରପ୍ରଦେଶର ବାପଟଲା ସମୁଦ୍ର ତଟ ଦେଇ ଅତିକ୍ରମ କରିଛି ବାତ୍ୟା ‘ମିଗଜୋମ’। ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଏହି ଲ୍ୟାଣ୍ଡଫଲ୍ ଚାଲିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦ ରୁ ୧୧୦ କିଲୋ ମିଟର ଥିବା ଜଣା ପଡ଼ିଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ବାପଟଲା ସମୁଦ୍ର ତଟ ଦେଇ ବାତ୍ୟା ଅତିକ୍ରମ କରିବା ପୂର୍ବରୁ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସମୁଦ୍ର ତଟରୁ ଦୂରକୁ ନିଆଯାଇଛି।

Video Thumbnail
Advertisement
Read More