Videos

Belly Dance: ମୁମ୍ବାଇ ଲୋକାଲ ଟ୍ରେନରେ ଖତରନାକ ବେଲି ଡ୍ୟାନ୍ସ କଲେ ମହିଳା, ଭିଡିଓ ଭାଇରାଲ

Mumbai Local Train Belly Dance Viral Video: ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜଣେ ମହିଳା ବେଲି ଡ୍ୟାନ୍ସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସାନ୍ଧୁର୍ଷ୍ଟ ରୋଡରୁ ମସଜିଦ୍ ଷ୍ଟେସନ ମଧ୍ୟରେ ଟ୍ରେନ୍ ଯାଉଥିବାବେଳେ ଏହି ଭିଡିଓ ରେକର୍ଡ ହୋଇଥିବା କୁହାଯାଉଛି । ଏହି ଭିଡିଓ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ-

Video Thumbnail
Advertisement
Read More