Videos

Kaavaalaa Viral Video: ତମନ୍ନାଙ୍କ ପରେ ଏହି ଝିଅଙ୍କ 'କାଭାଲା ଡ୍ୟାନ୍ସ' ଦେଖି ଦିୱାନା ହେଉଛନ୍ତି ଲୋକେ! ଦେଖନ୍ତୁ ଏହି ଭିଡ଼ିଓ

Kaavaalaa Song Viral Video: କାଭାଲା ଗୀତରେ ଡ୍ୟାନ୍ସର ଅନେକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ସେମାନଙ୍କ ମଧ୍ୟରୁ ଏକ ସ୍ୱତନ୍ତ୍ର ଭିଡିଓ ସମସ୍ତଙ୍କ ହୃଦୟ ଜିତୁଛି । ଶାରୱାରୀ ଗୁଜର ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ ଏହି ଗୀତରେ ଜୋରଦାର ଡ୍ୟାନ୍ସ କରୁଥିବା ଦେଖାଯାଉଛନ୍ତି ଓ ତମନ୍ନା ନାଚିଥିବା ପ୍ରତ୍ୟକ ଷ୍ଟେପ୍ ଫଲ୍ଲୋ କରୁଛନ୍ତି । ଦେଖନ୍ତୁ ଏହି ଭିଡ଼ିଓ ।

Kaavaalaa Viral Video: After the release of the song 'Kavala' from Rajinikanth's film 'Jailor', the trend of dancing to this song has gone viral. Sharvari Gujar's Instagram video is winning hearts.

Video Thumbnail
Advertisement
Read More