Hindi News >>Home >>Videos
Videos

Golden Temple: 'ଏହା ହେଉଛି ପଞ୍ଜାବ, ଭାରତ ନୁହେଁ', ଝିଅଟି ମୁହଁରେ ତ୍ରିରଙ୍ଗା ଆଙ୍କିଥିବାରୁ ସ୍ବର୍ଣ୍ଣ ମନ୍ଦିର ଭିତରକୁ ଯିବାକୁ ଦେଲେନି ଶିଖ୍

Golden Temple Video: ପଞ୍ଜାବରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ  ଝିଅକୁ ସ୍ବର୍ଣ୍ଣ ମନ୍ଦିର ଭିତରକୁ ଯିବା ଅଟକାଯାଇଥିଲା । ସୂଚନାନୁସାରେ, ଝିଅଟିର ମୁହଁରେ ଏକ ତ୍ରିରଙ୍ଗା ଆଙ୍କିଥିବାରୁ ତାଙ୍କୁ ଅଟକା ଯାଇଥିଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରଲ ହେଉଛି ।

Golden Temple: In the video of the incident preventing the girl from entering the Golden Temple, the Golden Temple employee can be heard telling the girl that “this is not India, this is Punjab”. During this, the employee of the Golden Temple is also seen arguing with the girl and asks her to remove the flag from her face to enter the temple.

Jagdish Barik|Apr 17, 2023, 03:56 PM
Video Thumbnail
Advertisement

More Videos