Videos

Viral Video: ସ୍ୱାମୀ ସବ୍ୟସାଚ୍ଚୀଙ୍କ ପାଇଁ ଏକ ରୋମାଣ୍ଟିକ୍ ଭିଡିଓ କଲେ ଅଭିନେେତ୍ରୀ ଅର୍ଚ୍ଚିତା ସାହୁ, ଦେଖନ୍ତୁ ଏହି ଭିଡିଓ..

Viral Video: ନିକଟରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ସେ କୁଛ୍ ତୋ ହୈ ତୁଜସେ ରାବତା ଗୀତରେ ଏକ ରିଲ କରିଛନ୍ତି। ଏହି ଭିଡିଓରେ ସେ ଖୁବ୍ ସୁନ୍ଦର ଲାଗୁଛନ୍ତି। ଆଉ ଡେରି ନକରି ଦେଖନ୍ତୁ ଏହି ଭିଡିଓ..

Video Thumbnail
Advertisement
Read More