Videos

Shocking Video: ବିମାନକୁ ବ୍ରିଜ୍ ତଳ ଦେଇ ଉଡାଇନେଲେ ପାଇଲଟ୍, ବିଶ୍ୱାସ କରିପାରୁ ନାହାଁନ୍ତି ଲୋକେ, ଭିଡି଼ଓ ଭାଇରାଲ

Airplane landing viral video: ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ବିମାନ ଉଡ଼ି ଆସି ଓଭରବ୍ରିଜ୍ ତଳେ ଯାଇଥାଏ । ଏହି ସମୟରେ ଓଭରବ୍ରିଜରେ ଶହ ଶହ ଗାଡି ଚାଲୁଛି । କଳ୍ପନା କରନ୍ତୁ ଯଦି ପାଇଲଟ ଭୁଲ କରିଥାନ୍ତେ ଓ ବିମାନଟି ଏକ ପୋଲକୁ ଧକ୍କା ଦେଇଥାନ୍ତା ତେବେ କଣ ହୋଇଥାନ୍ତା । ଏହି ବିଷୟରେ ଚିନ୍ତାଲେ ଛାତି ଥରି ଯାଉଛି । ଯଦିଓ ଏହିପରି କିଛି ଘଟି ନଥିଲା । କହିରଖୁଛୁ ଯେ, ଏହି ଭିଡିଓ ଦେଖିବା ପରେ କିଛି ଉପଭୋକ୍ତା ଏହାକୁ ଫେକ୍ ବୋଲି ମଧ୍ୟ କହିଛନ୍ତି । ସେମାନେ କହିଛନ୍ତି ଯେ ଏହି ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ଆଦୌ ସତ୍ୟ ନୁହେଁ, ବରଂ ଏହାକୁ ଏଡିଟ୍ କରାଯାଇଛି । ଆପଣ ଦେଖନ୍ତୁ ଏହି ଭିଡ଼ିଓ ।

 

Shocking Video: The pilot flew the plane out of such a dangerous place that people's souls were shaken by seeing it, because even a small mistake would have turned fatal. This video is becoming very viral on social media, which has been seen by millions of people till now.

Video Thumbnail
Advertisement
Read More